Odisha
+918144473568
info@odishaguru.com

Month: September 2022

No. 1 Education Website Of Odisha

ସ୍କୁଲ ପଡ଼ିଆରେ ଏକ କ୍ରୀଡ଼ା ପ୍ରତିଯୋଗିତା କରିବା ନିମନ୍ତେ ପ୍ରଧାନଶିକ୍ଷକଙ୍କ ଅନୁମତି ପାଇଁ ଏକ ଦରଖାସ୍ତ ଲେଖ ।

ମାନନୀୟ              ଶ୍ରୀଯୁକ୍ତ ପ୍ରଧାନ ଶିକ୍ଷକ , ବିରଜା ହାଇସ୍କୁଲ , ଯାଜପୁର               ମହୋଦୟ ………………..ସମୀପେଷୁ ।               ବିଷୟ : କ୍ରୀଡ଼ା ପ୍ରତିଯୋଗିତାପାଇଁ ଅନୁମତି ପ୍ରାର୍ଥନା ।  ମହାଶୟ ,               ବିନମ୍ରତାର ସହିତ ନିବେଦନ ଏହିକି , ଆମ୍ଭେ ଆପଣଙ୍କ ବିଦ୍ୟାଳୟର ଦଶମ – କ ଓ ଦଶମ – ଖ ଶ୍ରେଣୀର ଛାତ୍ରମାନେ ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରମାନଙ୍କ ସହିତ ଏକ ବନ୍ଧୁତ୍ଵପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଆସନ୍ତାକାଲି ଅପରାହ୍ନ ୩…
Read more

ଘରକୁ ଯିବାକୁ ଅନୁମତି ଦେବାପାଇଁ ଛାତ୍ରାବାସର ପରିଚାଳକଙ୍କ ନିକଟକୁ ଏକ ଦରଖାସ୍ତ ଲେଖ।

ମାନନୀୟ ,               ଶ୍ରୀଯୁକ୍ତ ମୈତ୍ରେୟୀ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସର ପରିଚାଳକ              ( ମହୋଦୟ……………….. ସମୀପେଷୁ । ) ମହାଶୟ ,              ନିବେଦ୍ୟ ଏହିକି , ଘରେ ମୋ ମାଆଙ୍କ ଦେହ ଭୀଷଣ ଅସୁସ୍ଥ ଥିବା କଥା ବାପା ମୋ ପାଖକୁ ପତ୍ରଦ୍ଵାରା ଜଣାଇଛନ୍ତି । ଏଣୁ ମାଆଙ୍କୁ ଦେଖିବାପାଇଁ ମୋ ମନ ବଡ଼ ଅଥୟ ହେଉଛି ଏବଂ ପଢ଼ାପଢ଼ିରେ ବା ଅନ୍ୟ କୌଣସି କାମରେ ମନ ଲାଗୁ ନାହିଁ । ମାଆ ମଧ୍ୟ…
Read more

ଅସୁସ୍ଥତା ହେତୁ ଏକ ସପ୍ତାହ ଛୁଟି ମଞ୍ଜୁରପାଇଁ ପ୍ରଧାନଶିକ୍ଷକଙ୍କୁ ଦରଖାସ୍ତ ଲେଖ।

ମାନନୀୟ ,               ଶ୍ରୀଯୁକ୍ତ ପ୍ରଧାନଶିକ୍ଷକ , ସରକାରୀ ଉଚ୍ଚ ବିଦ୍ୟାଳୟ ,               ଉଦିତ ନଗର , ରାଉରକେଲା                ବିଷୟ : ଏକ ସପ୍ତାହ ଛୁଟି ମଞ୍ଜୁର ନିମନ୍ତେ ।                  ମହୋଦୟ ………………… ସମୀପେଷୁ ।                    ( ଶ୍ରେଣୀ ଶିକ୍ଷକଙ୍କ ଜରିଆରେ ) ମହାଶୟ ,             ନିବେଦନର ଅଭିପ୍ରାୟ ଏହିକି ଯେ , ମୋତେ ଜ୍ଵର ହୋଇଥିବାରୁ ମୁଁ ତା . ୨୦.୯.୨୦୧୮ ରିଖ ଠାରୁ ତା .…
Read more

 ବିଦ୍ୟାଳୟର ଛାତ୍ରାବାସରେ ସ୍ଥାନଟିଏ ପାଇଁ ପ୍ରଧାନଶିକ୍ଷକଙ୍କୁ ଦରଖାସ୍ତ ଲେଖ । 

ମାନନୀୟ ,              ଶ୍ରୀଯୁକ୍ତ ପ୍ରଧାନଶିକ୍ଷକ ,               ପୁରୀ ଜିଲ୍ଲା ସ୍କୁଲ , ପୁରୀ              ମହୋଦୟ …………………ସମୀପେଷୁ ।               ( ଶ୍ରେଣୀ ଶିକ୍ଷକଙ୍କ ଜରିଆରେ । )                ବିଷୟ : ଛାତ୍ରାବାସରେ ସ୍ଥାନପାଇଁ ପ୍ରାର୍ଥନା ।  ମହାଶୟ ,              କୃତାଞ୍ଜଳିପୁଟରେ ନିବେଦନ କରିବାର ଅଭିପ୍ରାୟ ଏହିକି ଯେ , ମୁଁ ଆପଣଙ୍କ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼େ । ଆମ ପରିବାର ଏକ ଦରିଦ୍ର ପରିବାର ହୋଇଥିବାରୁ ବାପା ମୋ…
Read more

 ବିଦ୍ୟାଳୟର ପୁସ୍ତକାଗାରରୁ ବହି ଯୋଗାଇଦେବାପାଇଁ ପ୍ରଧାନଶିକ୍ଷକଙ୍କୁ ଏକ ଦରଖାସ୍ତ ଲେଖ । 

ମାନନୀୟ,            ଶ୍ରୀଯୁକ୍ତ ପ୍ରଧାନଶିକ୍ଷକ , ହରିହର ଉଚ୍ଚ ବିଦ୍ୟାଳୟ , କୁଆଁରମୁଣ୍ଡା                       କେନ୍ଦ୍ରାପଡ଼ା ଉପଖଣ୍ଡ , କେନ୍ଦ୍ରାପଡ଼ା              ବିଷୟ : ପୁସ୍ତକାଗାରରୁ ବହି ନିମନ୍ତେ ।             ମହୋଦୟ ……………ସମୀପେଷୁ              ( ଶ୍ରେଣୀ ଶିକ୍ଷକଙ୍କ ଜରିଆରେ ) ମହାଶୟ ,             ନିବେଦନର ଅଭିପ୍ରାୟ ଏହିକି ଯେ ମୁଁ ଚିନ୍ମୟ କୁମାର ପଟେଲ ୯ମ ( କ ) , ରୋଲ୍ ୧୦ ଏକ ଗରିବ ଛାତ୍ର ଅଟେ ।…
Read more

ତୁମେ ପିତାମାତାଙ୍କ ସହିତ ଜଣେ ଦୂର ସମ୍ପର୍କୀୟଙ୍କ ଏକ ପାରିବାରିକ ଉତ୍ସବରେ ଯୋଗ ଦେବାକୁ ଇଚ୍ଛୁକ । ଏଥୁ ନିମିତ୍ତ ବିଦ୍ୟାଳୟରୁ ୫ଦିନ ଅନୁପସ୍ଥିତ ରହିବାର ଅନୁମତି ଭିକ୍ଷାକରି ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ ଲେଖ । 

ପ୍ରାପ୍ତେଷୁ : ମାନନୀୟ ,                   ଶ୍ରୀଯୁକ୍ତ ପ୍ରଧାନଶିକ୍ଷକ , ସର୍ବେଶ୍ଵର ଉଚ୍ଚ ଇଂରାଜୀ ବିଦ୍ୟାଳୟ ,                    ଗୋପୀନାଥପୁର , କଟକ                    ବିଷୟ : ୫ ଦିନ ଅନୁପସ୍ଥିତି ପାଇଁ ଆବେଦନ ।                    ( ମହୋଦୟ………………………….ସମୀପେଷୁ । )                                      ( ଶ୍ରେଣୀ ଶିକ୍ଷକଙ୍କ ଜରିଆରେ )   ମହାଶୟ,              ନିବେଦନର ଅଭିପ୍ରାୟ ଏହିକିଯେ , ମୋର ଜଣେ ଦୂରସମ୍ପର୍କୀୟ ଭଉଣୀଙ୍କର ବିବାହ ଉତ୍ସବ ଆସନ୍ତା ତା ୨୪.୧୧.୨୦୧୮ ରିଖ…
Read more

 ତୁମ ଭଉଣୀର ବିବାହ ଉତ୍ସବ ଉପଲକ୍ଷେ ପାଞ୍ଚ ଦିନ ଛୁଟି ମଞ୍ଜୁର କରିବାପାଇଁ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ । 

ମାନନୀୟ             ଶ୍ରୀଯୁକ୍ତ ପ୍ରଧାନଶିକ୍ଷକ              ପାଟକୁରା ହାଇସ୍କୁଲ , ପାଟକୁରା              ( ମହୋଦୟ………………. ସମୀପେଷୁ । )               ବିଷୟ : ଚାନ୍ଦିପୁର ପରିଦର୍ଶନପାଇଁ ଅନୁମତି ପ୍ରଦାନ ନିମନ୍ତେ ପ୍ରାର୍ଥନା । ମହାଶୟ ,            ସମ୍ମାନ ଓ ନମ୍ରତାର ସହିତ ଜଣାଉଅଛୁ ଯେ , ଆମ୍ଭ ଅଷ୍ଟମଠାରୁ ଦଶମ ଶ୍ରେଣୀ ଏର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଆସନ୍ତା ରବିବାର ଡିସେମ୍ବର ୨୧ ତାରିଖ ଦିନ ଚାନ୍ଦିପୁରକୁ ପରିଭ୍ରମଣରେ ଯିବାପାଇଁ ଆପଣଙ୍କୁ ବିନୀତ ନିବେଦନ କରୁଅଛୁ…
Read more

କୌଣସି ଏକ ଦର୍ଶନୀୟ ସ୍ଥାନକୁ ପରିଭ୍ରମଣରେ ଯିବା ନିମନ୍ତେ ତୁସ ପ୍ରଧାନଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ। 

ମାନନୀୟ             ଶ୍ରୀଯୁକ୍ତ ପ୍ରଧାନଶିକ୍ଷକ              ପାଟକୁରା ହାଇସ୍କୁଲ , ପାଟକୁରା              ( ମହୋଦୟ………………. ସମୀପେଷୁ । )               ବିଷୟ : ଚାନ୍ଦିପୁର ପରିଦର୍ଶନପାଇଁ ଅନୁମତି ପ୍ରଦାନ ନିମନ୍ତେ ପ୍ରାର୍ଥନା । ମହାଶୟ ,            ସମ୍ମାନ ଓ ନମ୍ରତାର ସହିତ ଜଣାଉଅଛୁ ଯେ , ଆମ୍ଭ ଅଷ୍ଟମଠାରୁ ଦଶମ ଶ୍ରେଣୀ ଏର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଆସନ୍ତା ରବିବାର ଡିସେମ୍ବର ୨୧ ତାରିଖ ଦିନ ଚାନ୍ଦିପୁରକୁ ପରିଭ୍ରମଣରେ ଯିବାପାଇଁ ଆପଣଙ୍କୁ ବିନୀତ ନିବେଦନ କରୁଅଛୁ…
Read more

ତୁମ ବିଦ୍ୟାଳୟରେ ସରସ୍ୱତୀ ପୂଜାପାଇଁ ଏକ ସଭା ଡାକିବାକୁ ଅନୁରୋଧ କରି ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ ।

ମାନନୀୟ ,             ଶ୍ରୀଯୁକ୍ତ ପ୍ରଧାନଶିକ୍ଷକ , ହାଡ଼ିବନ୍ଧୁ ବିଦ୍ୟାପୀଠ , କଟକ               ମହୋଦୟ ……………………ସମୀପେଷୁ । ମହାଶୟ,              ନିବେଦନ ଏହି କି , ଆପଣଙ୍କ ସ୍କୁଲର ଆମେ ଅଷ୍ଟମଶ୍ରେଣୀରୁ ଦଶମ ଶ୍ରେଣୀଯାଏ ସମସ୍ତ ଛାତ୍ରଛାତ୍ରୀ ଆପଣଙ୍କ ଗୋଚରାର୍ଥେ ଜଣାଉଅଛୁ ଯେ , ଚଳିତବର୍ଷ ବିଦ୍ୟାଦାୟିନୀ ସୁକ୍ଲାମ୍ବରା ଦେବୀ ସରସ୍ଵତୀଙ୍କର ଆରାଧନା ଉତ୍ସବ ଆସନ୍ତା ଜାନୁଆରୀ ୨୩ ତାରିଖରେ ଅନୁଷ୍ଠିତ ହେବ । ଏବର୍ଷ ଜାକଜମକ ଭାବରେ ଆମ ବିଦ୍ୟାଳୟ ପରିସରରେ ଆମେ ଉକ୍ତ…
Read more

ମା’ଙ୍କ ସେବାପାଇଁ ତୁମେ ଦୁଇଦିନ ବିଦ୍ୟାଳୟରେ ଅନୁପସ୍ଥିତ ଥିଲ । ସେହି ଦୁଇଦିନର ଛୁଟି ମଞ୍ଜୁର ନିମନ୍ତେ  ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ । 

ମାନନୀୟ ,               ଶ୍ରୀଯୁକ୍ତ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହୋଦୟ              ( ଶ୍ରେଣୀ ଶିକ୍ଷକଙ୍କ ଜରିଆରେ )               ବିଷୟ : ଦୁଇଦିନ ଛୁଟି ମଞ୍ଜୁର ନିମିତ୍ତ ପ୍ରାର୍ଥନା ।  ମହାଶୟ ,             ନିବେଦନର କାରଣ ଏହିକି ଯେ , ମୋର ରୋଗୀଣା ମାତାଙ୍କ ସେବା ନିମନ୍ତେ  ତା , ୨୦.୧.୨୦୧୮ ଓ ୨୧.୧.୨୦୧୮ ରିଖ ଦୁଇଦିନ ମୋତେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଦିନ ଓ ରାତି ରହିବାକୁ ପଡ଼ିଲା ।…
Read more