ମାନନୀୟ ,
ଶ୍ରୀଯୁକ୍ତ ପ୍ରଧାନଶିକ୍ଷକ , ସରକାରୀ ଉଚ୍ଚ ବିଦ୍ୟାଳୟ ,
ଉଦିତ ନଗର , ରାଉରକେଲା
ବିଷୟ : ଏକ ସପ୍ତାହ ଛୁଟି ମଞ୍ଜୁର ନିମନ୍ତେ ।
ମହୋଦୟ ………………… ସମୀପେଷୁ ।
( ଶ୍ରେଣୀ ଶିକ୍ଷକଙ୍କ ଜରିଆରେ )
ମହାଶୟ ,
ନିବେଦନର ଅଭିପ୍ରାୟ ଏହିକି ଯେ , ମୋତେ ଜ୍ଵର ହୋଇଥିବାରୁ ମୁଁ ତା . ୨୦.୯.୨୦୧୮ ରିଖ ଠାରୁ ତା . ୨୬.୯.୨୦୧୮ ରିଖ ପର୍ଯ୍ୟନ୍ତ ଶ୍ରେଣୀରେ ଉପସ୍ଥିତ ହୋଇପାରି ନ ଥିଲି ।
ଏଣୁ ବିନୀତ ପ୍ରାର୍ଥନା କରେକି ଆପଣ ଦୟାପରବଶ ହୋଇ ଉପରୋକ୍ତ ଦିନଗୁଡ଼ିକ ଛୁଟି ମଞ୍ଜୁର କଲେ ମୁଁ ଆପଣଙ୍କଠାରେ ଚିରୋପକୃତ ହେବି ।
II ଇତି ॥
ଆପଣଙ୍କ ଆଜ୍ଞାଧୀନ ଛାତ୍ର
ଉଦିତ ନଗର ଅନୀଲ କୁମାର ବିଶି
ତା . ୨୭.୯.୨୦୮ ୯ମ ଶ୍ରେଣୀ ( ଘ )
ରୋଲ ନମ୍ବର – ୨୪