Odisha
+918144473568
info@odishaguru.com

ଦରଖାସ୍ତ

No. 1 Education Website Of Odisha

  1. ସ୍କୁଲ ପଡ଼ିଆରେ ଏକ କ୍ରୀଡ଼ା ପ୍ରତିଯୋଗିତା କରିବା ନିମନ୍ତେ ପ୍ରଧାନଶିକ୍ଷକଙ୍କ ଅନୁମତି ପାଇଁ ଏକ ଦରଖାସ୍ତ ଲେଖ ।
  2. ଘରକୁ ଯିବାକୁ ଅନୁମତି ଦେବାପାଇଁ ଛାତ୍ରାବାସର ପରିଚାଳକଙ୍କ ନିକଟକୁ ଏକ ଦରଖାସ୍ତ ଲେଖ।
  3. ଅସୁସ୍ଥତା ହେତୁ ଏକ ସପ୍ତାହ ଛୁଟି ମଞ୍ଜୁରପାଇଁ ପ୍ରଧାନଶିକ୍ଷକଙ୍କୁ ଦରଖାସ୍ତ ଲେଖ।
  4.  ବିଦ୍ୟାଳୟର ଛାତ୍ରାବାସରେ ସ୍ଥାନଟିଏ ପାଇଁ ପ୍ରଧାନଶିକ୍ଷକଙ୍କୁ ଦରଖାସ୍ତ ଲେଖ ।
  5.  ବିଦ୍ୟାଳୟର ପୁସ୍ତକାଗାରରୁ ବହି ଯୋଗାଇଦେବାପାଇଁ ପ୍ରଧାନଶିକ୍ଷକଙ୍କୁ ଏକ ଦରଖାସ୍ତ ଲେଖ ।
  6. ତୁମେ ପିତାମାତାଙ୍କ ସହିତ ଜଣେ ଦୂର ସମ୍ପର୍କୀୟଙ୍କ ଏକ ପାରିବାରିକ ଉତ୍ସବରେ ଯୋଗ ଦେବାକୁ ଇଚ୍ଛୁକ । ଏଥୁ ନିମିତ୍ତ ବିଦ୍ୟାଳୟରୁ ୫ଦିନ ଅନୁପସ୍ଥିତ ରହିବାର ଅନୁମତି ଭିକ୍ଷାକରି ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ ଲେଖ ।
  7.  ତୁମ ଭଉଣୀର ବିବାହ ଉତ୍ସବ ଉପଲକ୍ଷେ ପାଞ୍ଚ ଦିନ ଛୁଟି ମଞ୍ଜୁର କରିବାପାଇଁ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ ।
  8. କୌଣସି ଏକ ଦର୍ଶନୀୟ ସ୍ଥାନକୁ ପରିଭ୍ରମଣରେ ଯିବା ନିମନ୍ତେ ତୁସ ପ୍ରଧାନଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ।
  9. ତୁମ ବିଦ୍ୟାଳୟରେ ସରସ୍ୱତୀ ପୂଜାପାଇଁ ଏକ ସଭା ଡାକିବାକୁ ଅନୁରୋଧ କରି ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ ।
  10. ମା’ଙ୍କ ସେବାପାଇଁ ତୁମେ ଦୁଇଦିନ ବିଦ୍ୟାଳୟରେ ଅନୁପସ୍ଥିତ ଥିଲ । ସେହି ଦୁଇଦିନର ଛୁଟି ମଞ୍ଜୁର ନିମନ୍ତେ  ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ ।