- ସ୍କୁଲ ପଡ଼ିଆରେ ଏକ କ୍ରୀଡ଼ା ପ୍ରତିଯୋଗିତା କରିବା ନିମନ୍ତେ ପ୍ରଧାନଶିକ୍ଷକଙ୍କ ଅନୁମତି ପାଇଁ ଏକ ଦରଖାସ୍ତ ଲେଖ ।
- ଘରକୁ ଯିବାକୁ ଅନୁମତି ଦେବାପାଇଁ ଛାତ୍ରାବାସର ପରିଚାଳକଙ୍କ ନିକଟକୁ ଏକ ଦରଖାସ୍ତ ଲେଖ।
- ଅସୁସ୍ଥତା ହେତୁ ଏକ ସପ୍ତାହ ଛୁଟି ମଞ୍ଜୁରପାଇଁ ପ୍ରଧାନଶିକ୍ଷକଙ୍କୁ ଦରଖାସ୍ତ ଲେଖ।
- ବିଦ୍ୟାଳୟର ଛାତ୍ରାବାସରେ ସ୍ଥାନଟିଏ ପାଇଁ ପ୍ରଧାନଶିକ୍ଷକଙ୍କୁ ଦରଖାସ୍ତ ଲେଖ ।
- ବିଦ୍ୟାଳୟର ପୁସ୍ତକାଗାରରୁ ବହି ଯୋଗାଇଦେବାପାଇଁ ପ୍ରଧାନଶିକ୍ଷକଙ୍କୁ ଏକ ଦରଖାସ୍ତ ଲେଖ ।
- ତୁମେ ପିତାମାତାଙ୍କ ସହିତ ଜଣେ ଦୂର ସମ୍ପର୍କୀୟଙ୍କ ଏକ ପାରିବାରିକ ଉତ୍ସବରେ ଯୋଗ ଦେବାକୁ ଇଚ୍ଛୁକ । ଏଥୁ ନିମିତ୍ତ ବିଦ୍ୟାଳୟରୁ ୫ଦିନ ଅନୁପସ୍ଥିତ ରହିବାର ଅନୁମତି ଭିକ୍ଷାକରି ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ ଲେଖ ।
- ତୁମ ଭଉଣୀର ବିବାହ ଉତ୍ସବ ଉପଲକ୍ଷେ ପାଞ୍ଚ ଦିନ ଛୁଟି ମଞ୍ଜୁର କରିବାପାଇଁ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ ।
- କୌଣସି ଏକ ଦର୍ଶନୀୟ ସ୍ଥାନକୁ ପରିଭ୍ରମଣରେ ଯିବା ନିମନ୍ତେ ତୁସ ପ୍ରଧାନଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ।
- ତୁମ ବିଦ୍ୟାଳୟରେ ସରସ୍ୱତୀ ପୂଜାପାଇଁ ଏକ ସଭା ଡାକିବାକୁ ଅନୁରୋଧ କରି ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ ।
- ମା’ଙ୍କ ସେବାପାଇଁ ତୁମେ ଦୁଇଦିନ ବିଦ୍ୟାଳୟରେ ଅନୁପସ୍ଥିତ ଥିଲ । ସେହି ଦୁଇଦିନର ଛୁଟି ମଞ୍ଜୁର ନିମନ୍ତେ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ ।