ସ୍କୁଲ ପଡ଼ିଆରେ ଏକ କ୍ରୀଡ଼ା ପ୍ରତିଯୋଗିତା କରିବା ନିମନ୍ତେ ପ୍ରଧାନଶିକ୍ଷକଙ୍କ ଅନୁମତି ପାଇଁ ଏକ ଦରଖାସ୍ତ ଲେଖ ।
ମାନନୀୟ ଶ୍ରୀଯୁକ୍ତ ପ୍ରଧାନ ଶିକ୍ଷକ , ବିରଜା ହାଇସ୍କୁଲ , ଯାଜପୁର ମହୋଦୟ ………………..ସମୀପେଷୁ । ବିଷୟ : କ୍ରୀଡ଼ା ପ୍ରତିଯୋଗିତାପାଇଁ ଅନୁମତି ପ୍ରାର୍ଥନା । ମହାଶୟ , ବିନମ୍ରତାର ସହିତ ନିବେଦନ ଏହିକି , ଆମ୍ଭେ ଆପଣଙ୍କ ବିଦ୍ୟାଳୟର ଦଶମ – କ ଓ ଦଶମ – ଖ ଶ୍ରେଣୀର ଛାତ୍ରମାନେ ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରମାନଙ୍କ ସହିତ ଏକ ବନ୍ଧୁତ୍ଵପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଆସନ୍ତାକାଲି ଅପରାହ୍ନ ୩…
Read more