Odisha
+918144473568
info@odishaguru.com

Author: admin

No. 1 Education Website Of Odisha

ବର୍ଷାଋତୁ

ଉପକ୍ରମ : ବର୍ଷକ ବାର ମାସ ଓ ଛଅ ଋତୁ । ସେଥ୍ ମଧ୍ୟରୁ ବର୍ଷାଋତୁ ଅନ୍ୟତମ । ଗ୍ରୀଷ୍ମଋତୁ ପରେ ବର୍ଷାଋତୁର ଆଗମନ ହୋଇଥାଏ । ଆଷାଢ଼ ଓ ଶ୍ରାବଣ ମାସଦ୍ଵୟକୁ ବର୍ଷାଋତୁ କହନ୍ତି । ଭକ୍ତକବି ମଧୁସୂଦନ ରାଓଙ୍କ ଭାଷାରେ           ବର୍ଷା ରେ ଆଷାଢ଼ ଶ୍ରାବଣ ,          ମେଘ ବରଷେ ଘନଘନ।  ଆଷାଢ଼ ମାସଠାରୁ ଆଶ୍ଵିନ ମାସ ପର୍ଯ୍ୟନ୍ତ ପୃଥିବୀ ପୃଷ୍ଠରେ ବର୍ଷାର ପ୍ରକୋପ ରହିଥାଏ । ଏହି ଚାରିମାସକୁ ହିସାବ…
Read more

ଗ୍ରୀଷ୍ମଋତୁ

                                   ଉପକ୍ରମ : ବର୍ଷକ ବାର ମାସ ଓ ଛଅ ଋତୁ । ସେମାନଙ୍କ ମଧ୍ୟରୁ ଗ୍ରୀଷ୍ମ ଋତୁ ଅନ୍ୟତମ । ଋତୁଚକ୍ରରେ ବସନ୍ତ ଋତୁ ପରେ ଗ୍ରୀଷ୍ମ ଋତୁ ଆସେ । ବୈଶାଖ ଓ ଜ୍ୟେଷ୍ଠ ମାସଦ୍ଵୟ କୁ ଗ୍ରୀଷ୍ମଋତୁ କହନ୍ତି । ଭକ୍ତକବି ମଧୁସୂଦନ ରାଓଙ୍କ ଭାଷାରେ–                  ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ                  ପ୍ରଚଣ୍ଡ ରୌଦ୍ର ପରକାଶ ।        ପ୍ରକୃତି : ଋତୁ ପରିବର୍ତ୍ତନ ଘଟିଲେ ପୃଥିବୀର ପ୍ରାକୃତିକ…
Read more

ସାଧାରଣତନ୍ତ୍ର ଦିବସ ଭାଷଣ 2021

“ରତ୍ନାକରା ଧୌତପଦାଂ  ହିମାଳୟୋ କିରୀଟିନିମ୍ ବ୍ରହ୍ମ ରାଜର୍ଷି ରତ୍ନାଢ଼୍ୟାଂ ବନ୍ଦେ ଭାରତ ମାତରମ୍ ।।”              ପରମ ବନ୍ଦନୀୟା ଭାରତମାତା, ଏକତା ସମତା ଶାନ୍ତି ପ୍ରଗତି ଜାତୀୟ ସ୍ୱାଭିମାନର ପ୍ରତୀକ ତ୍ରୀରଙ୍ଗା ପତାକା। ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ସଭାର ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମା ତଥା  ସମବେତ ବୀର ପ୍ରସବିନୀ ଭାରତମାତାର ଜାଗ୍ରତ ଉତ୍ତର ଦାୟାଦଗଣ । ଆଜିର ଏହି ପବିତ୍ର ଦିବସରେ ସମସ୍ତଙ୍କୁ ମୋର  ଆନ୍ତରିକ ଅଭିନନ୍ଦନ ଓ ଆବେଗ…
Read more