ବର୍ଷାଋତୁ
ଉପକ୍ରମ : ବର୍ଷକ ବାର ମାସ ଓ ଛଅ ଋତୁ । ସେଥ୍ ମଧ୍ୟରୁ ବର୍ଷାଋତୁ ଅନ୍ୟତମ । ଗ୍ରୀଷ୍ମଋତୁ ପରେ ବର୍ଷାଋତୁର ଆଗମନ ହୋଇଥାଏ । ଆଷାଢ଼ ଓ ଶ୍ରାବଣ ମାସଦ୍ଵୟକୁ ବର୍ଷାଋତୁ କହନ୍ତି । ଭକ୍ତକବି ମଧୁସୂଦନ ରାଓଙ୍କ ଭାଷାରେ ବର୍ଷା ରେ ଆଷାଢ଼ ଶ୍ରାବଣ , ମେଘ ବରଷେ ଘନଘନ। ଆଷାଢ଼ ମାସଠାରୁ ଆଶ୍ଵିନ ମାସ ପର୍ଯ୍ୟନ୍ତ ପୃଥିବୀ ପୃଷ୍ଠରେ ବର୍ଷାର ପ୍ରକୋପ ରହିଥାଏ । ଏହି ଚାରିମାସକୁ ହିସାବ…
Read more